କୁତ୍ରା ରେ ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ବ୍ଲକ କଂଗ୍ରେସ କର୍ମୀ ଙ୍କ ସମ୍ବର୍ଦ୍ଧନା
କୁତ୍ରା ରେ ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ବ୍ଲକ କଂଗ୍ରେସ କର୍ମୀ ଙ୍କ ସମ୍ବର୍ଦ୍ଧନା
(ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ରୁ ଦେବେନ୍ଦ୍ର ପୁରୋହିତ ଙ୍କ ରିପୋର୍ଟ - ବିପ୍ଲବୀ ପରିକ୍ରମା)
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତି ପରେ ଜିଲ୍ଲା କଂଗ୍ରେସ ସଭାପତି ବ୍ଲକ କଂଗ୍ରେସ ସଭାପତି ସହ ଅନ୍ୟାନ୍ୟ କର୍ମକର୍ତ୍ତା ନିଯୁକ୍ତି କରାଯାଇଥିବା ପରିପ୍ରେକ୍ଷୀ ରେ ଆଜି କୁତ୍ରା ରେ କୁତ୍ରା ବ୍ଲକ କଂଗ୍ରେସ କର୍ମୀ ମାନଙ୍କ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ନିଯୁକ୍ତ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସନ୍ତୋଷ କୁମାର ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ମହମ୍ମଦ ନସିମ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାପତି ଶ୍ରୀ ବେହେରା ଙ୍କ ନେତୃତ୍ବ ରେ ଆଗାମୀ ଦିନରେ ଦଳ ଆହୁରି ସୁସଙ୍ଗଠିତ ହୋଇ ପାରିବ ବୋଲି ଦଳୀୟ କର୍ମୀ ମାନେ ଅଶାପ୍ରକାଶ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିସନ ଗରଡ଼ିଆ, ମହମ୍ମଦ ୱସିମ, ଭୋଳା କାଳ, ଡେଭିଡ ଲାକ୍ରା, ସମିତି ସଭ୍ୟ ଲକ୍ଷ୍ମଣ ଦାନୀ,ମହମ୍ମଦ ହସରାଜ,ମୀନକେତନ ବାଦୀ, ମହମ୍ମଦ ଅସଫୁଲ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଏହି ସଭାରେ ଉପସ୍ଥିତ ଥିଲେ।

Share this article
View More
ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ
Mar 22, 2026
BSP Press Conference in Rayagada: Strong Attack on MPs & MLAs Over Public Issues
Feb 13, 2026
ବିଷମକଟକରେ ବିଜେପିର ବଡ଼ ମିଶ୍ରଣ ପର୍ବ: ବିଜୟ କିଶୋର ପଟ୍ଟନାୟକ ସହ ଶତାଧିକ କର୍ମୀଙ୍କ ଯୋଗଦାନ
Jan 24, 2026
ରାୟଗଡ଼ାରେ BSP ଦଳର ମିଶ୍ରଣ ପର୍ବ, ପ୍ରାୟ ୩୦ ଜଣ ନେତା–କର୍ମୀ ଯୋଗଦେଲେ
Jan 04, 2026
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ରେ BSP ମିଶ୍ରଣ ପର୍ବ | ଗୌରୀ ପ୍ରସାଦ ପାତ୍ର BSPରେ ଯୋଗ
Dec 23, 2025
Stay Updated
Subscribe to our newsletter for latest updates.