ରାଧାରାଣୀ ପଟ୍ଟନାୟକଙ୍କ ନବମ କବିତା ସଂକଳନ “ସୂପର୍ଣ୍ଣା” ଉନ୍ମୋଚିତ | ବରଗଡ଼ର ସାହିତ୍ୟ ଉତ୍ସବ | Supernna Book Launch
ଆଜି ବରଗଡ଼ର ରାଣା ପ୍ରତାପ ସ୍କୁଲ ପରିସରରେ ପ୍ରତିଷ୍ଠିତ ଲେଖିକା ରାଧାରାଣୀ ପଟ୍ଟନାୟକ ଙ୍କ ନବମ କବିତା ସଂକଳନ “ସୂପର୍ଣ୍ଣା” ର ଆବିର୍ଭାବ ଉତ୍ସବ ଧୁମ୍ଧାମରେ ଅନୁଷ୍ଠିତ ହେଲା।
ଏହି କାର୍ଯ୍ୟକ୍ରମଟି ଯୁଗୋପଯୋଗୀ ସୁବର୍ଣ୍ଣ ଦୀପ ପତ୍ରିକା ଓ ଭାରତୀ ଶିଶୁ ସାହିତ୍ୟ ସଂସଦଙ୍କ ଯୁକ୍ତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତିଙ୍କ ଅଧ୍ୟକ୍ଷତା, ଡୋଳାମଣି ଶତପଥୀଙ୍କ ସଂଯୋଜନ ସହିତ ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିତା ସଂକଳନର ସମୀକ୍ଷା କରି ଲେଖିକାଙ୍କ ପ୍ରଶଂସା କରିଥିଲେ।
ଅବସରରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ, ଗୋପବନ୍ଧୁ ପୁରୋହିତ, ଶାଲିନି ସା, ରିତିକା ସା ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଯୋଗଦାନ ଥିଲା।
ଶେଷରେ ଅବସରପ୍ରାପ୍ତ ଶିକ୍ଷକ କପିଲ ବାଗ ଧନ୍ୟବାଦ ଜଞାଇଥିଲେ।
👉 ସାହିତ୍ୟ, କବିତା, ନୂତନ ପୁସ୍ତକ ଉନ୍ମୋଚନ, ବରଗଡ଼ ଖବର, ଓଡ଼ିଆ ସାହିତ୍ୟ ସଂସ୍କୃତି — ଏହି Video/News ଆପଣଙ୍କ ପାଇଁ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.