ବରଗଡ଼ରେ ଯୁବୋତ୍ସବ 2025 | କ୍ରୀଡ଼ା ଯୁବ ବିଭାଗ ଓ ଜିଲ୍ଲା ପ୍ରଶାସନ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା
ବରଗଡ଼ ଯୁବୋତ୍ସବ ୨୦୨୫ କ୍ରୀଡ଼ା ଯୁବ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଳ୍ୟରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଓ ରାଣା ପ୍ରତାପ ସ୍କୁଲ ପରିସରରେ ଭବ୍ୟ ଭାବରେ ଅନୁଷ୍ଠିତ ହେଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ
ବିଜ୍ଞାନ ପ୍ରଦର୍ଶନୀ
ତର୍କ ପ୍ରତିଯୋଗିତା
ଚିତ୍ରାଙ୍କନ
ଗଳ୍ପ ଲିଖନ
ପଦ୍ୟ ଲିଖନ
ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବ୍ଲକ୍ରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଉତ୍ସାହର ସହିତ ଯୋଗଦେଲେ।
ବିଚାରକମାନେ—ସ୍ୱାଗତିକା ଦାଶ, ବନଜା ମେହେର, ପ୍ରଜ୍ଵଲ୍ ଶୁଭମ୍ ବ୍ରହ୍ମ, ମାଳବିକା ମିଶ୍ର, ଧ୍ରୁବ ପୁରୋହିତ, ଅନୁପମା ଚାନ୍ଦ, ବିଶ୍ୱଜିତ୍ ସାହୁ, ଚୂଳମୁକ୍ତା ପ୍ରଧାନ, ଅମିତ୍ ଭାର୍ଗବ, ଯଜ୍ଞେଶ୍ଵର ବଢେଇ, ବିନୋଦ ସାହୁ, ଦୁଃଖୀ ସେବକ ସାହୁ, କୁଶ ଭୁୟା—ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ।
ଯୁବୋତ୍ସବରେ ସଫଳ ସହକାରୀ — ଶାଶ୍ଵତୀ ଦାଶ, ଶାନ୍ତି ସୁନା, ଗୋପବନ୍ଧୁ ପୁରୋହିତ, କପିଲ ବାଗ ଓ କ୍ରୀଡ଼ା ବିଭାଗର ସମସ୍ତ କର୍ମଚାରୀ।
୧୦ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲରେ ପୁରସ୍କାର ବିତରଣ ହେବ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.