ଲୋକସଭାରେ ଉଠିଲା ବରଗଡ଼-ଭୁବନେଶ୍ବର ସକାଳ ଟ୍ରେନ ଦାବି | ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପକ୍ଷରୁ ବିଶେଷ ଉଦ୍ୟମ
ବରଗଡ଼ରୁ ଭୁବନେଶ୍ବର ସକାଳ ଟ୍ରେନ ଶୁଭାରମ୍ଭ ପାଇଁ ଆଜି ଲୋକସଭାରେ ଧାରା 377 ଅନୁସାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବରଗଡ଼-ନୁଆପଡା ନୂଆ ରେଳ ଲାଇନ ପାଇଁ କେନ୍ଦ୍ର ସରକାର 2,622 କୋଟି ଅନୁମୋଦନ କରିଥିବାରୁ ସାଂସଦ ଶ୍ରୀ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସକାଳ ଟ୍ରେନ ଚାଲୁ ହେଲେ ଶ୍ରମିକ, ଶିକ୍ଷାର୍ଥୀ, ସରକାରୀ କର୍ମଚାରୀ ଓ ବ୍ୟବସାୟୀ ମାନଙ୍କ ପାଇଁ ବିଶେଷ ସୁବିଧା ହେବା ସହ ଅଞ୍ଚଳର ଆର୍ଥିକ ବିକାଶକୁ ବଡ଼ ସହଯୋଗ କରିବ। ଏହି ଖବରର ସମ୍ପୂର୍ଣ୍ଣ ବିବରଣୀ ଭିଡିଓରେ ଦେଖନ୍ତୁ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.